ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ସ୍ବୀକାର କରିଛନ୍ତି ଯେ ପାକିସ୍ତାନରେ 40ରୁ ଉର୍ଦ୍ଧ ସନ୍ତ୍ରାସବାହି ଶିବିର ରହିଛି ଯେଉଁଠାରେ ପ୍ରାୟ 40 ହଜାର ସନ୍ତ୍ରାସବାଦି ସକ୍ରିୟ ଅଛନ୍ତି ୱାସିଙ୍ଗଟନକୁ ଇମରାନଙ୍କ ପ୍ରଥମ ସରକାରୀ ଗସ୍ତ କାଳରେ ସେ ଏହି କଥା ସ୍ବୀକାର କରିଛନ୍ତି ସେ ଏକଥା କହିଛନ୍ତି ଯେ ତାଙ୍କ ପୂର୍ବର ପାକିସ୍ତାନି ସରକାର ଆମେରିକାକୁ ଏହି ସତ କେବେ କହିନାହାନ୍ତି
ଇମରାନ କହିଛନ୍ତି ପାକିସ୍ତାନ ଆମେରିକା ସହ ସନ୍ତ୍ରାସବାଦର ମୁକାବିଲା କରୁଛି ସେ କହିଛନ୍ତି ନଭେମ୍ବର 9 ସହିତ ପାକିସ୍ତାନର କୌଣସି ଭୂମିକା ନାହିଁ କାରଣ ସେତେବେଳେ ଅଲ କାଇଦା ଆଫଗାନିସ୍ଥାନରେ ଥିଲା ପାକିସ୍ତାନରେ ତାଲିବାନ ସନ୍ତ୍ରାସବାଦି ନାହାନ୍ତି ଏହା ସତ୍ତ୍ବେ ମଧ୍ୟ ପାକିସ୍ତାନ ଆମେରିକା ସହିତ ସନ୍ତ୍ରାସବାଦ ବିରୁଦ୍ଧରେ ଯୁଦ୍ଧ କରୁଛି ପାକିସ୍ତାନ ସଂମ୍ବନ୍ଧୀୟ କଂଗ୍ରେସର ଅଧ୍ୟକ୍ଷା ଶୈଲା ଜାକସନ ଲିଙ୍କ ଦ୍ବାରା କ୍ୟାପିଟଲ ହିଲରେ ଇମରାନଙ୍କ ପାଇଁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଇମରାନ କହିଛନ୍ତି ଯେ ଯେତେବେଳେ ପରିସ୍ଥିତି ଅଣଆୟତ ହୁଏ ସେତେବେଳେ ଅୁଁ ମୋ ସରକାରକୁ ଦୋଷ ଦିଏ କିନ୍ତୁ ସତ କଥାକୁ ପାକିସ୍ତାନକୁ ଜଣାଇ ନଥାଉ ଆମେରିକାରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଇମରାନ କହିଛନ୍ତି ଯେ ତାଙ୍କ ଦେଶରେ 30ରୁ 40 ହଜାର ସନ୍ତ୍ରାସବାଦି ଅଛନ୍ତି ଯେଉଁମାନେ ତାଲିମ ନେଇ କଶ୍ମୀର ଏବଂ ଆଫଗାନିସ୍ଥାନର କେତେକ ଭାଗରେ କାର୍ଯ୍ୟକଳାପ ଚଳାଇଛନ୍ତି
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ଭାରତ ସତ ସ୍ବୀକାର ବୋଲି ଅବିହିତ କରି ପାକିସ୍ତାନ ସନ୍ତ୍ରାସବାଦ ବିରୁଦ୍ଧରେ ନିର୍ଣ୍ଣାୟକ ଏବଂ ଭରଷାଯୋଗ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି
ଭାରତର ଉପ ରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡୁ ମଧ୍ୟ ପାକିସ୍ତାନରେ ହଜାର ହଜାର ସନ୍ତ୍ରାସବାଦିଙ୍କ ଉପସ୍ଥିତି ଉପରେ ଇମରାନ ଖାନଙ୍କ ମନ୍ତବ୍ୟ ପରିପ୍ରେକ୍ଷୀରେ କହିଛନ୍ତି ଯେ ଆମ ପଡ଼ୋଶୀ ସମେତ କେତେକ ଦେଶ ସନ୍ତ୍ରାସବାଦକୁ ଜାତୀୟ ନୀତି କରିଛନ୍ତି ଅବଶ୍ୟ ଇମରାନ ଖାନ ଆମେରିକାରେ ଯେଉଁ ସତ ଉଦଘାଟନ କରରିଛନ୍ତି ସେ ସଂପର୍କରେ ବିଶ୍ବ ପୂର୍ବରୁ ଅବଗତ ଅଛି
ସମୀକ୍ଷକମାନେ କହିଛନ୍ତି ଯେ ଇମରାନ ଖାନ ଯେଉଁ ସଂଖ୍ୟା କହିଛନ୍ତି ଏବଂ ଆନ୍ତର୍ଜାତୀୟ ସନ୍ତ୍ରାସବାଦ ବିରୋଧି ପାଣ୍ଠିର ସମୀକ୍ଷକ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସକୁ ପାକିସ୍ତାନ ଦ୍ବାରା ଦିଆଯାଇଥିବା ତଥ୍ୟରେ ବହୁତ କମ ସଂଖ୍ୟା ରହିଛି କାର୍ଯ୍ୟ ଯୋଜନା ଅନୁଯାୟୀ ପାକିସ୍ତାନ ସନ୍ତ୍ରାସବାଦର ମୂଳୋତ୍ପାଟନ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଛି ଯଦି ସେଥିରେ ସଫଳ ନହୁଏ ତେବେ ଅକ୍ଟୋବରରେ ପାକିସ୍ତାନକୁ ଏଫଏଟିଏଫ କଳା ତାଲିକା ଭୁକ୍ତ କରିପାରେ ଏଫଏଟିଏଫ କୁ ଦିଆଯାଇଥିବା ତଥ୍ୟରେ 8 ହଜାର ସନ୍ତ୍ରାସବାଦି ପାକିସ୍ତାନରେ ଥିବା କୁହାଯାଇଛି
ଇମରାନଙ୍କ ମନ୍ତବ୍ୟକୁ ନେଇ ଭାରତ ସମେତ ଅନେକ ଦେଶ ଏଫଏଟିଏଫରେ ଏହି ପ୍ରସଙ୍ଗ ଉଠାଇବେ ସନ୍ତ୍ରାସବାଦ ଉପରେ ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିବାରେ ଇମରାନ ପ୍ରଥମ ଥର ଏପରି କରିନାହାନ୍ତି ଏହା ପୂର୍ବରୁ ତେହରାନରେ ଇରାନ ରାଷ୍ଟ୍ରପତି ରୁହାନିଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ଇମରାନ କହିଥିଲେ ଯେ ଇରାନ ବିରୋଧି ସନ୍ତ୍ରାସବାଦି ଗୋଷ୍ଠି ପାକିସ୍ତାନରୁ ଥାଇ କାର୍ଯ୍ୟ କରୁଛନ୍ତି
ପାକିସ୍ତାନ ପ୍ରତି ଟ୍ରମ୍ପ ପ୍ରଶାସନର ଗରମ ନରମ ନୀତି ସଫଳ ହେଇନି ଗତ ବର୍ଷ ଟ୍ରମ୍ପ ପ୍ରଶାସନ ପାକିସ୍ତାନକୁ 1.3 ବିଲିୟନ ଡଲାରର ସାମରିକ ସହାୟତା ରାଶି ବନ୍ଦ କରିଥିଲା କିନ୍ତୁ ଇମରାନଙ୍କର ଏବେ ଆମେରିକା ଗସ୍ତ ଆମେରିକାର ହୃଦୟକୁ ବୋଧହୁଏ ପରିବର୍ତ୍ତନ କରିଥିବା ଅନୁମାନ କରାଯାଉଛି
ଆମେରିକା ଚାହୁଁଛି ଆଫଗାନିସ୍ଥାନ ତାଲିବାନ ସହିତ ଚୁକ୍ତିରେ ପାକିସ୍ତାନ ସହଯୋଗ କରୁ କାରଣ ଟ୍ରମ୍ପ ଜାଣିଛନ୍ତି ଯେ ଆଫଗାନ ତାଲିବାନ ପାକିସ୍ତାନ ସେନା ଦ୍ବାରା ନିୟନ୍ତ୍ରୀତ ଅପରପକ୍ଷେ ପାକିସ୍ତାନ ଚାହୁଁଛି ଆଫଗାନିସ୍ଥାନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପାକିସ୍ତାନ ଚାହୁଁଛି ଯେ ଆଫଗାନିସ୍ଥାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାରରେ ସହଯୋଗ କରିବ ଏବଂ ପରେ ଆଫଗାନିସ୍ଥାନ ରାଜନୀତିରେ ନିଜର ପ୍ରାଧାନ୍ୟ ବିସ୍ତାର କରିବ ଏହା କେବଳ ଦକ୍ଷିଣ ଏସିଆର ନିରାପତ୍ତା ପ୍ରତି ବିପଦ ନୁହେଁ ବରଂ ପଡ଼ୋଶୀ ଦେଶ ପାଇଁ ମଧ୍ୟ ବିପଦ ସୃଷ୍ଟି କରିବ
ମୂଳ ଲେଖା: କୌଶିକ ରାୟ
ଭାବାନୁବାଦ: ରାମଚଂଦ୍ର ନାଥ

Comments
Post a Comment